ଓଡ଼ିଶାର କେତେକ ସ୍ଥାନ...
 
Notifications
Clear all

ଓଡ଼ିଶାର କେତେକ ସ୍ଥାନର ଭିନ୍ନ ନାମ

2 Posts
2 Users
1 Reactions
12 Views
Admin
Posts: 2
Admin
Topic starter
(@admin)
Member
Joined: 1 day ago

Question: ଓଡ଼ିଶାର କାଶୀ କେଉଁଠି
Answer: ଉ- ଭୁବନେଶ୍ୱର

Question: ଓଡ଼ିଶାର ଶଙ୍ଖକ୍ଷେତ୍ର କେଉଁଠି
Answer: ଉ- ପୁରୀ

Question: ଓଡ଼ିଶାର ଗଦା କ୍ଷେତ୍ର କେଉଁଠି
Answer: ଉ- ଯାଜପୁର

Question: ଓଡ଼ିଶାର ଅର୍କ କ୍ଷେତ୍ର କେଉଁଠି
Answer: ଉ- କୋଣାର୍କ

Question: ଓଡ଼ିଶାର ତୁଳସୀକ୍ଷେତ୍ର କେଉଁଠି
Answer: ଉ- କେନ୍ଦ୍ରାପଡ଼ା

Question: ଓଡ଼ିଶାର କାଶ୍ମୀର କେଉଁଠି
Answer: ଉ- ଦାରିଙ୍ଗି ବାଡି

Question: ଓଡ଼ିଶାର ସ୍ୱର୍ଣ୍ଣକ୍ଷେତ୍ର କେଉଁଠି
Answer: ଉ- ମାହାଙ୍ଗା

Question: ଓଡ଼ିଶାର ଗଙ୍ଗା କେଉଁଠି
Answer: ଉ- ମହାନଦୀ

Question: ଓଡ଼ିଶାର ଭାତହାଣ୍ଡି କେଉଁଠି
Answer: ଉ- ବାଲେଶ୍ୱର

Question: ଓଡ଼ିଶାର କୈଳାସ କେଉଁଠି
Answer: ଉ- କପିଳାସ

Question: ଓଡ଼ିଶାର ବିହଙ୍ଗ ବିହାର କେଉଁଠି
Answer: ଉ- ଚିଲିକା

Question: ଓଡ଼ିଶାର ସ୍ଵର୍ଣ୍ଣ ତ୍ରିଭୁଜ କେଉଁଠି
Answer: ଉ- ପୁରୀ କୋଣାର୍କ ଭୁବନେଶ୍ୱର

Question: ଓଡ଼ିଶାର ଇସ୍ପାତ ସହର କେଉଁଠି
Answer: ଉ- ରାଉରକେଲା

Question: ଓଡ଼ିଶାର ହୀରକ ତ୍ରିଭୁଜ କେଉଁଠି
Answer: ଉ- ରତ୍ନଗିରି ଉଦୟଗିରି ଲଳିତଗିରି

Question: ଓଡ଼ିଶାର ବାଣୀ ବିହାର କେଉଁଠି
Answer: ଉ- ଉତ୍କଳ ବିଶ୍ୱ ବିଦ୍ୟାଳୟ

Question: ଓଡ଼ିଶାର ଜ୍ୟୋତିବିହାର କେଉଁଠି
Answer: ଉ- ସମ୍ବଲପୁର ବିଶ୍ୱବିଦ୍ୟାଳୟ

Question: ଓଡ଼ିଶାର ଭଞ ବିହାର କେଉଁଠି
Answer: ଉ- ବ୍ରହ୍ମପୁର ବିଶବିଦ୍ୟାଳୟ

Question: ଓଡ଼ିଶାର ଶାବର କ୍ଷେତ୍ର କେଉଁଠି
Answer: ଉ- କୋରାପୁଟ

Question: ଓଡ଼ିଶାର କଳାପାଗୋଡ଼ କେଉଁଠି
Answer: ଉ- କୋଣାର୍କ ସୂର୍ଯ୍ୟ ମନ୍ଦିର

Question: ଓଡ଼ିଶାର ଧଳା ପାଗୋଡା କେଉଁଠି
Answer: ଉ- ଶ୍ରୀ ଜଗନ୍ନାଥ ମନ୍ଦିର

Question: ଓଡ଼ିଶାର ମଣିଷକ୍ଷେତ୍ର କେଉଁଠି
Answer: ଉ- ଆରଡ଼ି

Question: ଓଡ଼ିଶାର ବ୍ୟାସକ୍ଷେତ୍ର କେଉଁଠି
Answer: ଉ- ରାଉରକେଲା

Question: ଓଡ଼ିଶାର ବାଣୀକ୍ଷେତ୍ର କେଉଁଠି
Answer: ଉ- ଜଗତସିଂପୁର

1 Reply
Posts: 1
(@teachingguru)
New Member
Joined: 1 day ago

Thanks for providing this 🙏

Reply
Share:
Scroll to Top