ଓଡ଼ିଶାର ଉପାଧି ପ୍ରାପ...
 
Notifications
Clear all

[Sticky] ଓଡ଼ିଶାର ଉପାଧି ପ୍ରାପ୍ତ ବ୍ୟକ୍ତି

1 Posts
1 Users
0 Reactions
12 Views
Admin
Posts: 2
Admin
Topic starter
(@admin)
Member
Joined: 1 day ago

Question: ଆଦି କବି କିଏ ଅଟନ୍ତି ?
Answer: ସାରଳା ଦାସ

Question: ଅତି ବଡ଼ି କିଏ ଅଟନ୍ତି ?
Answer: ଜଗନ୍ନାଥ ଦାସ

Question: ଭକ୍ତ କବି କିଏ ଅଟନ୍ତି ?
Answer: ମଧୁସୂଦନ ରାଓ

Question: ବ୍ୟାସ କବି କିଏ ଅଟନ୍ତି ?
Answer: ଫକୀର ମୋହନ ସେନାପତି

Question: ବାଣୀ କଣ୍ଠ କିଏ ଅଟନ୍ତି ?
Answer: ନିମାଇଁ ଚରଣ ହରିଚନ୍ଦନ

Question: ବିଦଗ୍ଧ କବି କିଏ ଅଟନ୍ତି ?
Answer: ଅଭିମନ୍ୟୁ ସାମନ୍ତ ସିଂହାର

Question: କବିବର କିଏ ଅଟନ୍ତି ?
Answer: ରାଧାନାଥ ରାୟ

Question: କବି ସ୍ୱର୍ଯ୍ୟ କିଏ ଅଟନ୍ତି ?
Answer: ବଳଦେବ ରଥ

Question: କାନ୍ତ କବି କିଏ ଅଟନ୍ତି ?
Answer: ଲକ୍ଷ୍ମୀକାନ୍ତ ମହାପାତ୍ର

Question: କବିଚନ୍ଦ୍ର କିଏ ଅଟନ୍ତି ?
Answer: କାଳୀଚରଣ ପଟ୍ଟନାୟକ

Question: ଜାତୀୟ କବି କିଏ ଅଟନ୍ତି ?
Answer: ବୀରକିଶୋର ଦାସ

Question: କବି ମଞ୍ଜୁଳ କିଏ ଅଟନ୍ତି ?
Answer: କୃଷ୍ଣ ପ୍ରସାଦ ବସୁ

Question: କବି ଶେଖର କିଏ ଅଟନ୍ତି ?
Answer: ଚିନ୍ତାମଣି ମହାନ୍ତି

Question: କିଶୋର କବି କିଏ ଅଟନ୍ତି ?
Answer: ଶ୍ୟାମ ସୁନ୍ଦର ଦାସ

Question: କବି ସମ୍ରାଟ କିଏ ଅଟନ୍ତି ?
Answer: ଉପେନ୍ଦ୍ର ଭଞ୍ଜ

Question: ସନ୍ଥ କବି କିଏ ଅଟନ୍ତି ?
Answer: ଭୀମ ଭୋଇ

Question: ଗଣ କବି କିଏ ଅଟନ୍ତି ?
Answer: ବୈଷ୍ଣବ ପାଣି

Question: ପ୍ରକୃତ କବି କିଏ ଅଟନ୍ତି ?
Answer: ଗଙ୍ଗାଧର ମେହେର

Question: ପ୍ରେମିକ କବି କିଏ ଅଟନ୍ତି ?
Answer: ମାୟାଧର ମାନସିଂହ

Question: ପଲ୍ଲୀ କବି କିଏ ଅଟନ୍ତି ?
Answer: ନନ୍ଦ କିଶୋର ବଳ

Question: ସ୍ବଭାବ କବି କିଏ ଅଟନ୍ତି ?
Answer: ଗଙ୍ଗାଧର ମେହେର

Question: କର୍ମବୀର କିଏ ଅଟନ୍ତି ?
Answer: ଗୌରୀଶଙ୍କର ରାୟ

Question: ଉତ୍କଳମଣି କିଏ ଅଟନ୍ତି ?
Answer: ଗୋପବନ୍ଧୁ ଦାସ

Question: ଉତ୍କଳଗୌରବ କିଏ ଅଟନ୍ତି ?
Answer: ମଧୁସୂଦନ ଦାସ

Question: ଉତ୍କଳ କେଶରୀ କିଏ ଅଟନ୍ତି ?
Answer: ଡ଼ଃ. ହରେକୃଷ୍ଣ ମହତାବ

Question: ଭୂମିପୁତ୍ର କିଏ ଅଟନ୍ତି ?
Answer: ବିଜୁ ପଟ୍ଟନାୟକ

Question: ନାଟ୍ୟ ଭାରତୀ କିଏ ଅଟନ୍ତି ?
Answer: ଅଶ୍ୱିନୀ କୁମାର ଘୋଷ

Question: କଳା ନିଧି କିଏ ଅଟନ୍ତି ?
Answer: ବାଞ୍ଛାନିଧି ଶତପଥୀ

Question: ଗାୟକ ସୁଧାକର କିଏ ଅଟନ୍ତି ?
Answer: ବାଳକୃଷ୍ଣ ଦାସ

Question: ଲୋକରତ୍ନ କିଏ ଅଟନ୍ତି ?
Answer: ଡଃ. କୁଞ୍ଜ ବିହାରୀ ଦାସ

Question: ଉତ୍କଳ ଘଣ୍ଟ କିଏ ଅଟନ୍ତି ?
Answer: ଯଦୁମଣି ମହାପାତ୍ର

Question: ଉତ୍କଳ ଭାରତୀ କିଏ ଅଟନ୍ତି ?
Answer: କୁନ୍ତଳା କୁମାରୀ ସାବତ

Question: ଉତ୍କଳରତ୍ନ କିଏ ଅଟନ୍ତି ?
Answer: ବିଶ୍ୱନାଥ ମିଶ୍ର

Question: ଉତ୍କଳ ଭୀମ କିଏ ଅଟନ୍ତି ?
Answer: ପଦ୍ମଚରଣ ପଟ୍ଟନାୟକ

Share:
Scroll to Top